ଢିଙ୍କିଆରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ : ପୁଲିସର ନିସ୍ତୁକ ଲାଠିମାଡ଼

ପାରାଦୀପ: ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଅଟକାଇବା କାରଣରୁ ଢିଙ୍କିଆରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଗ୍ରାମବାସୀ ପୁଲିସ ଲାଠିମାଡ଼ର ଶିକାର ହୋଇଛନ୍ତି। ଏଥିରେ ବହୁ ଗ୍ରାମବାସୀ ଆହତ ହୋଇଥିବା ଜଣାଯାଇଛି। ଢିଙ୍କିଆରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ। ଠେଲାପେଲା, ଧସ୍ତାଧସ୍ତି ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ମହିଳାମାନେ ଉଲଗ୍ନ ପ୍ରତିବାଦ କରିଛନ୍ତି। ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୁଲିସ। ପ୍ରଶାସନ … Continue reading ଢିଙ୍କିଆରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ : ପୁଲିସର ନିସ୍ତୁକ ଲାଠିମାଡ଼